19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଦ ସାବରମତି ରିପୋର୍ଟ ଦେଖିଲେ ମୋଦି

ଦ ସାବରମତି ରିପୋର୍ଟ ଦେଖିଲେ ମୋଦି

ନୂଆଦିଲ୍ଲୀ : ଦ ସାବରମତି ରିପୋର୍ଟ ଫିଲ୍ମ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି । ସଂସଦର ବାଲଯୋଗୀ ଅଡିଟୋରିୟମରେ ଦେଖିଲେ । ଏନଡିଏ ସାଂସଦଙ୍କ ପାଇଁ ହୋଇଥିଲା ସ୍ପେଶାଲ  ସ୍କ୍ରିନିଂ ।  ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମାସେ ଉପସ୍ଥିତ ଥିଲେ ।  ପୂର୍ବରୁ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ସିନେମାର ଭୁରି ଭୁରି ପ୍ରଶଂସା କରିସାରିଛନ୍ତି । ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାବରମତୀ ଏକ୍ସପ୍ରେସ ଦେଖି ସାରିଛନ୍ତି । ସେପଟେ ସିନେମାର ମୁଖ୍ୟ ଅଭିନେତା ବିକ୍ରାନ୍ତ ମାସେଙ୍କ ଅଭିନୟର ସନ୍ନ୍ୟାସ ଖବରକୁ ନେଇ ଜୋରଦାର ଚର୍ଚ୍ଚା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking