26.1 C
Bhubaneswar
Sunday, July 6, 2025
Homeଓଡିଶାମୋଦକ ଚୋରି ସତ: ଜଗୁନି

ମୋଦକ ଚୋରି ସତ: ଜଗୁନି

ପୁରୀ: ମହାପ୍ରଭୁଙ୍କ ମୋଦକ ଚୋରି ସତ କହିଲେ ଜଗନ୍ନାଥଙ୍କ ବାଡଗ୍ରାହୀ । ଜଗନ୍ନାଥଙ୍କ  ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ  ମହାପାତ୍ର  ସୂଚନା ଦେଇଛନ୍ତି । ୭୦ଟି ମୋଦକ କମିବା ସତ କଥା, କିଏ ନେଇଥିବେ ନିଶ୍ଚିତ । ସିସିଟିଭି ଦେଖି ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ । ଦୀଘା ପଠାଯାଇଥିବା ଚର୍ଚ୍ଚାକୁ ଖଣ୍ଡନ କଲେ । କହିଲେ ମିଛ କଥା । ଏହି ଛୋଟମୋଟ କଥାରେ ନ ମାତି ରଥଯାତ୍ରା କଥା ଚିନ୍ତା କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking