ଭୁବନେଶ୍ୱର: ଆସନ୍ତାକାଲି ଦେଶର ୨୪୪ ଜିଲ୍ଲାରେ ହେବ ମକଡ୍ରିଲ । ଓଡିଶାର ୧୨ଟି ସ୍ଥାନରେ ହେବ ମକ୍ଡ୍ରିଲ । ତାଳଚେର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ହେବ ମକଡ୍ରିଲ । ମକଡ୍ରିଲ ନେଇ ନିର୍ଦ୍ଦେଶ ଦେଇଥିଲେ ଗୃହ ମନ୍ତ୍ରାଳୟ ।