31.1 C
Bhubaneswar
Saturday, February 7, 2026
Homeଓଡିଶାରଥକୁ ମୋବାଇଲ ମନା: ଆଇନ ମନ୍ତ୍ରୀ

ରଥକୁ ମୋବାଇଲ ମନା: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି । କହିଛନ୍ତି ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି । ଠିକ ସମୟରେ ସରିବ ପହଣ୍ଡିବିଜେ । ସମୟ ନିର୍ଘଣ୍ଟ ଅନୁଯାୟୀ ଶେଷ ହେବ । ରଥ ଉପରକୁ ମୋବାଇଲ ଯାଇପାରିବ ନାହିଁ । ଅଣସେବାୟତ ରଥ ଉପରକୁ ଗଲେ ପୋଲିସକୁ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking