16.1 C
Bhubaneswar
Sunday, December 7, 2025
Homeଓଡିଶାସମ୍ପର୍କ ନଷ୍ଟ କରୁଛି ମାବାଇଲ୍‌: ମୁଖ୍ୟମନ୍ତ୍ରୀ

ସମ୍ପର୍କ ନଷ୍ଟ କରୁଛି ମାବାଇଲ୍‌: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୋବାଇଲ୍ ପାଇଁ ନଷ୍ଟ ହେଉଛି ସମ୍ପର୍କ । ପ୍ରଜାପତି ବ୍ରହ୍ମକୁମାରୀ କାର୍ଯ୍ୟକ୍ରମରେ କହିଲେ ମୁଖ୍ୟମନ୍ତ୍ରୀ । ମୋବାଇଲ ପାଇଁ ନଷ୍ଟ ହେଉଛି ଭାଇଚାରା । କେହି କାହାକୁ ସମୟ ବି ଦେଇପାରୁନାହାନ୍ତି । ଯେତେବେଳେ ଟିକେ ସମୟ ମିଳୁଛି ମୋବାଇଲରେ ସାରିଦେଉଛି । ମଣିଷ ମଣିଷ ଭିତରେ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କକୁ ନଷ୍ଟ କରୁଛି । ଦିନିକିଆ କେନ୍ଦୁଝର ଗସ୍ତରେ କହିଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking