14.1 C
Bhubaneswar
Tuesday, January 13, 2026
Homeଓଡିଶାରୁଟ୍ ୩୧ ଦେଇ ଚଳାଚଳ କରିବ ‘ମୋ ବସ’

ରୁଟ୍ ୩୧ ଦେଇ ଚଳାଚଳ କରିବ ‘ମୋ ବସ’

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଅପ୍ରେଲ ୨୦୨୩ରୁ ତୋଷାଳି ଭବନଠାରେ କାର୍ଯ୍ୟ କରିଆସୁଛି। ଏହି ରୁଟ୍‌ରେ କୌଣସି ସାର୍ବଜନୀନ ବାହନର ଚଳାଚଳ ନଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ’ଦୃଷ୍ଟିରେ ରଖି ଭିନ୍ନକ୍ଷମ ଆୟୋଗ କ୍ରୁଟ୍‌, ଭୁବନେଶ୍ୱରର ପରିଚାଳନ ନିର୍ଦ୍ଦେଶକ ଓ ସାଧାରଣ ସଂପାକଙ୍କୁ ପତ୍ର ଲେଖି ତୋଷାଳି ଭବନ ଦେଇ ‘ମୋ ବସ୍‌’ ଚଳାଚଳ ପାଇଁ ଅନୁରୋଧ କରିଥିଲେ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅସୁବିଧା ପ୍ରତି ଦୃଷ୍ଟି ଦେଇ କ୍ରୁଟ୍ର ସଂପାଦକ ଏହି ରୁଟରେ ‘ମୋ ବସ୍‌’ ଚଳାଚଳ ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏଣିକି ଏହି ବାଟ ଦେଇ (ରୁଟ୍‌-୩୧) ‘ମୋ ବସ୍‌’ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ରୁ ବାହାରି ପ୍ରତିଦିନ ସକାଳ ୬ଟା ୩୦ ମିନିଟ୍ରୁ ସଂଧ୍ୟା ୩ଟା ୫୫ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ଅଧ ଘଣ୍ଟାଏ ଅନ୍ତରରେ ବାହାରି ୨୩ଟି ସ୍ଥାନରେ ରହି ହାଇଟେକ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ଗମନାଗମନ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking