29.1 C
Bhubaneswar
Tuesday, February 10, 2026
Homeଓଡିଶାଟ୍ରକକୁ ଧକ୍କା ଦେଲା ମୋ ବସ୍‌

ଟ୍ରକକୁ ଧକ୍କା ଦେଲା ମୋ ବସ୍‌

ପୁରୀ: ପୁରୀ ଚନ୍ଦନପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକକୁ ପଛପଟୁ ଧକ୍କା ଦେଲା ମୋ ବସ୍ ଓ ଟ୍ରାଭେଲର୍ ଗାଡି । ବାଲି ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ମୋ ବସ୍ । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ମୋ ବସ୍ ରେ ୩୦ ଯାତ୍ରୀ ଥିବାର ଅନୁମାନ କରାଯାଉଛି । ଟ୍ରାଭେଲର୍ ଗାଡିରେ ଥିବା ଯାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁରରେ ଦୁର୍ଘଟଣା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking