32.9 C
Bhubaneswar
Monday, April 13, 2026
Homeଓଡିଶାକୋରେଇ ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମୀକ୍ଷା ବୈଠକ କଲେ ବିଧାୟକ ଆକାଶ ଦାସ ନାୟକ

କୋରେଇ ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମୀକ୍ଷା ବୈଠକ କଲେ ବିଧାୟକ ଆକାଶ ଦାସ ନାୟକ

ଯାଜପୁର : ଯାଜପୁର ଜିଲ୍ଲା ର କୋରାଇ ନିର୍ବାଚନ ମଣ୍ଡଳୀ ର ଉନ୍ନୟନ ଓ ବିକାଶ ଧାରା ଆଗକୁ କିଭଳି ହେବ ସେ ସଂପର୍କ ରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍ପି ଭିନିତି ଅଗ୍ରୱାଲ ଙ୍କ ଉପସ୍ଥିତ ରେ ବିଭନ୍ନ ବିଭାଗ ର କର୍ତ୍ତୁ ପକ୍ଷ ସହ କୋରେଇ ବିଧାୟକ୍ ଆକାଶ ଦାସ ନାୟକ ଯୋଜନା ଗୁଡ଼ିକର ସମୀକ୍ଷା ବୈଠକ କରି ଥିଲେ l ଯୋଜନା ଗୁଡିକ ରେ ପଡ଼ି ରହି ଥିବା କାର୍ଯ୍ୟ ଗୁଡିକ ର ସମୀକ୍ଷା କାରା ଯାଇ ଥିଲା l କାର୍ଯ୍ୟ ଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଧେଶ ଡିଆ ଯାଇ ଥିଲା l ପାନୀୟ ଜଳ ଶିକ୍ଷା କୃଷି ରାସ୍ତା ଘାଟ ବାଲିଘାଟ ଜଳ ସେଚନ ଗ୍ରାମ୍ୟ ଉନ୍ନନ ସ୍ୱlସ୍ଥ ଅନ୍ୟାନ୍ୟ ଯୋଜନା ସଂପର୍କ ରେ ବିଶଦ ଆଲୋଚନl ହୋଇ ଥିଲା ବିଶେଷ କରି ବ୍ୟାସ ନଗର ସହର ବିଭିନ୍ନ ବିକାଶ ତଥା ଡ୍ରେନ ପାନୀୟ ଜଳ ଓ ଅସମ୍ପୂର୍ଣ୍ଣ ଯୋଜନା ଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପାଳ ନିର୍ଦ୍ଧେଶ ଦେଇ ଥିଲେ l ସହର ର ଟ୍ରାଫିକ ସମସ୍ୟା ସଂପର୍କ ରେ ଏସପି ଦୃଷ୍ଟି ଦେଇ ତାହର ସମାଧାନ କାରା ଯିବ ବୋଲି ଏସପି କହି ଥିଲେ
କୋରେଲ ବ୍ଲକ୍ ବି ଡି ଓ ବ୍ୟାସ ନଗର ତହସିଲଦାର, ବିଭନ୍ନ ବିଭାଗ ଜିଲ୍ଳା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking