ଭୁବନେଶ୍ୱର: ଶୀତଦିନେ କ୍ଷୀର ପିଇବାର ଅନେକ ଲାଭ ରହିଛି । କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଭରପୁର ଅଟେ । ଏହା କେବଳ ହାଡକୁ ମଜଭୁତ କରେ ନାବିଁ ବରମ ଶରୀରର ଅନେର ରୋଗରୁ ରକ୍ଷା କରେ । କ୍ଷୀରରେ ଯଦି ଆଉ କିଛି ପ୍ରୋଟିନ ମିଶାଇ ଖାଇବା ତେବେ ଆମର ପ୍ରତିରୋଧକ ଶକ୍ତି ବଢିଥାଏ । ଏବଂ ଶରୀରକୁ ଗରମ ରଖିଥାଏ । ଶୀତଦିନେ ଲୋକମାନେ ପ୍ରାୟତ ରୋଗରେ ପୀଡିତ ଥାଆନ୍ତି । କ୍ଷୀରରେ ଯଜି ଆଲମଣ୍ଡ , ଡେଟ, ହଳଦୀ ଏବଂ ବାଦାମ ମିଶାଇ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଶାତଦିନେ ଥଣ୍ଡା ଓ କାଶରୁ ରକ୍ଷା ପାଇପାରିବେ । ବାଦାମ କେବଳ ରୋଗପ୍ରତିରୋଧକ ଶକ୍ତିକୁ ବଢାଇ ନଥାଏ ବରଂ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ । ଶୀତଦିନେ ଯଦି ଏହି ସବୁ ଜିନିଷକୁ ମିଶାଇ ଖାଇବା ତେବେ ଆମେ ପୋଗରୁ ରକ୍ଷା ପାଇପାରିବା ।