14.1 C
Bhubaneswar
Saturday, December 6, 2025
Homeଓଡିଶାନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ: ପାଟଣାଗଡ ରତାଖଣ୍ଡି ଗାଁରୁ  ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର କରିଛି ପାଡଟଣାଗଡ ପୋଲିସ । ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିଲେ ଯୁବତୀ ଜଣକ । ୨ ଦିନ ତଳେ ଜଣେ ନିଖୋଜ  ମହିଳାଙ୍କ ମୃତଦେହ  ମଧ୍ୟ ମିଳିଥିଲା । ଅକ୍ଟୋବର ୨୦ ତାରିଖରୁ ମହିଳା ଜଣକ ନିଖୋଜ ଥିଲେ । ତେବେ ଯୁବତୀଙ୍କୁ କିଏ ଓ କାହିଁକି ମାରିଛି ତାହାର କାରଣ ଏଯାଏ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking