19.1 C
Bhubaneswar
Saturday, December 13, 2025
Homeଓଡିଶାନିଖୋଜ ନାବାଳିକାକୁ ୧୪ ଦିନ ଦୁଷ୍କର୍ମ!

ନିଖୋଜ ନାବାଳିକାକୁ ୧୪ ଦିନ ଦୁଷ୍କର୍ମ!

ସୁନ୍ଦରଗଡ: ସୁନ୍ଦରଗଡରୁ ସମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଘଟଣା । ନାବାଳିକାକୁ ୧୪ ଦିନ ଧରି ଦୁଷ୍କର୍ମ ଅଭିଯୋଗ ହୋଇଛି । ତଳସାରା ଥାନା ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ସୂଚନା ଅନୁସାରେ, ୧୪ ଦିନ ପୂର୍ବରୁ ନିଖୋଜ ହୋଇଯାଇଥିଲେ ନାବାଳିକା । ଅଭିଯୁକ୍ତ ନାବାଳିକାକୁ ଭଡାଘରେ ରଖି କରିଥିଲା ଦୁଷ୍କର୍ମ । ନାବାଳିକାକୁ ଉଦ୍ଧାର କରିବା ପରେ ବ୍ୟାନ ରେକର୍ଡ କରାଗଲା । ମାଜଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଗଲା । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking