25.1 C
Bhubaneswar
Monday, December 8, 2025
Homeଓଡିଶାଅସଦାଚରଣ ମାମଲା: ଜଣେ ଗିରଫ

ଅସଦାଚରଣ ମାମଲା: ଜଣେ ଗିରଫ

ସମ୍ବଲପୁର: ଜିଏମ୍ ବିଶ୍ୱବିଦ୍ୟାଳୟରେ ଅସଦାଚରଣ ମାମଲା ସମ୍ନାକୁ ଆସିଛି । ଅସଦାଚରଣ ମାମଲାରେ ଜଣେ ଗିରଫ ହୋଇଛନ୍ତି । ଅଧ୍ୟାପକଙ୍କ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିଛି ମହିଳ ଥାନା ପୋଲିସ । ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା (୩୨) ଗିରଫ ହୋଇଛନ୍ତି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ବିବାହ କରିବାକୁ ସିଧା ମନା କରି ଦେଇଥିଲେ । ଛତ୍ରୀ ଜଣକ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଛାତ୍ରଛାତ୍ରୀ । ଏପରି ଘଟଣାକୁ ନେଇ ଶିକ୍ଷାନିଷ୍ଠାନ ବଦନାମ ହେଉଛି କହିଲେ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking