18.1 C
Bhubaneswar
Monday, February 9, 2026
Homeଓଡିଶାନାବାଳିକା ୭୦% ଜଳିଯାଇଛନ୍ତି: ଏମସ

ନାବାଳିକା ୭୦% ଜଳିଯାଇଛନ୍ତି: ଏମସ

ପିପିଲି: ବଳଙ୍ଗା ଥାନା ନାବାଳିକା  ଜାଳିଦେବା  ମାମଲାରେ ନାବାଳିକାଙ୍କ ଶରୀରର ୭୦ ପ୍ରତିଶତ ଜଳିଯାଇଛି ।  ଏମସର ବଣ୍ଣ ୟୁନିଟକୁ ନାବାଳିକାକୁ ସ୍ଥାନାନ୍ତର କରାଯାଇଛି ।  ଅନ୍ୟପଟେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଉପଜିଲ୍ଲାପାଳ । ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି  ା  ନିମାପଡା ବିଡିଓ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking