25.1 C
Bhubaneswar
Monday, December 8, 2025
Homeଓଡିଶାନାବାଳିକାଙ୍କୁ ଦୁଷ୍କର୍ମ: ଯୁବକକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକାଙ୍କୁ ଦୁଷ୍କର୍ମ: ଯୁବକକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ୱତନ୍ତ୍ର ପକ୍ସୋ କୋର୍ଟ ଆଜି ହେମଗିରି ଥାନା ଅଞ୍ଚଳରେ ଘଟିଥିବା ୨୦୨୧ ମସିହାର ଏକ ମାମଲାର ଶୁଣାଣି  କରିଛନ୍ତି। ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଜିତେନ ଲୋହାରକୁ ୫ ବର୍ଷ ସଶ୍ରମ କାରଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୧୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ କଲେ ଆହୁରି ୭ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ନାବାଳିକାଙ୍କର ପରିବାରକୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking