23.1 C
Bhubaneswar
Wednesday, March 4, 2026
Homeଓଡିଶାଫାଶୀ ଲଗାଇ ଝୁଲିପଡିଲା ନାବାଳିକା

ଫାଶୀ ଲଗାଇ ଝୁଲିପଡିଲା ନାବାଳିକା

ମହାରାଷ୍ଟ୍ର: ଫାଶୀ ଲଗାଇ ଝୁଲିପଡିଲା ନାବାଳିକା। ମହାରାଷ୍ଟ୍ରର ଆକୋଲାରୁ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏହି ଘଟଣାଟି ଆକୋଲା ସହରର ଗୀତା ନଗର ଅଞ୍ଚଳରେ ଘଟିଛି। ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ସ୍କୁଲରେ ଜଣେ ଛାତ୍ରଙ୍କ ଦ୍ୱାରା ନିର୍ଯାତନା ଯୋଗୁଁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି। ଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking