16.1 C
Bhubaneswar
Tuesday, December 9, 2025
Homeଓଡିଶାନାବାଳିକା ଜଳିଯିବା ଘଟଣା: ବଳଙ୍ଗାରେ ଡିଜିପି

ନାବାଳିକା ଜଳିଯିବା ଘଟଣା: ବଳଙ୍ଗାରେ ଡିଜିପି

ବଳଙ୍ଗା: ପୁରୀ ବଳଙ୍ଗାରେ ନାବାଳିକା ଜଳିଯିବା ଘଟଣା । ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ ଡିଜି ୱାଇ. ବି. ଖୁରାମନିଆ । ନିଜେ ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସାଥିରେ ଅଛନ୍ତି ପୁରୀ ଏସପି ପିନାକ ମିଶ୍ର । ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନିଜେ ସ୍ଥିତି ପରଖୁଛନ୍ତି ପୋଲିସ ଡିଜି । ଘଟଣାସ୍ଥଳର ଅନୁଧ୍ୟାନ ପରେ ଡିଜିପି ପ୍ରତିକ୍ରିୟା ଦେଇଛନ୍ତି । କହିଲେ ଆଜି ଦୁଇଟି ସ୍ପେଶାଲ ଟିମ୍ ଆସି ଅନୁଧ୍ୟାନ କରିଛନ୍ତି । ଏସଏଫଏସଏଲ ଓ ଏମ୍ସ ଫୋରେନସିକ ଟିମ୍ ପ୍ରମାଣ ସଂଗ୍ରହ କରିଛନ୍ତି । କିଛି ତଥ୍ୟ ହସ୍ତଗତ ହୋଇଛି ଏବଂ କିଛି ଆସିବାର ବାକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking