16.1 C
Bhubaneswar
Sunday, December 7, 2025
Homeଓଡିଶାନାବାଳକକୁ ମାରି ରାସ୍ତାରେ ଫିଙ୍ଗିଦେଲେ

ନାବାଳକକୁ ମାରି ରାସ୍ତାରେ ଫିଙ୍ଗିଦେଲେ

ଗଞ୍ଜାମ: ୩ ଦିନରୁ ନିଖୋଜ ନାବାଳକର ଗଳିତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଆସିକା ଖଣ୍ଡରାବଳୀ- ରାମନାପଲ୍ଲୀ ରାସ୍ତାକଡରୁ ମୃତଦେହ ଉଦ୍ଧାର ହୋଇଛି । ଗାଙ୍ଗପୁର ଥାନା ଖଣ୍ଡାରାବଳୀ  ଗ୍ରାମବାସୀ  ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ସୋକର ଛାୟା ଖେଳିଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking