15.1 C
Bhubaneswar
Wednesday, December 17, 2025
Homeଓଡିଶାକାଠେଯାଡିରେ ନାବାଳକ ନିଖୋଜ

କାଠେଯାଡିରେ ନାବାଳକ ନିଖୋଜ

କଟକ: କାଠଯୋଡିରେ ବୁଡି ନାବାଳକ ନିଖୋଜ ହୋଇଯାଇଛି । ବାଳକ ଜଣକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଇବା ବେଳେ ବିଡିଗଲା ୧୩ ବର୍ଷର ବାଳକ । ନିଖୋଜ ନାବାଳକ ଖାନନଗର ଅଞ୍ଚଳର ବାସିନ୍ଦା । ନାବାଳକଙ୍କ ଜଣକ ହେଉଛନ୍ତି ସୂର୍ଯ୍ୟକାନ୍ତ ମାଝୀ । ନାବାଳକକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଉଦ୍ଧାର ପରେ ସୂର୍ଯ୍ୟକାନ୍ତଙ୍କୁ ହସ୍ପିଟାଲ ନିଆଯାଇଛି । ୩ ଜଣ ସାଙ୍ଗଙ୍କ ସହ ଗାଧୋଇବା ପାଇଁ ଯାଇଥିଲେ ସୂର୍ଯ୍ୟକାନ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking