14.1 C
Bhubaneswar
Sunday, December 7, 2025
Homeଓଡିଶାଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ

ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ

ପୁରୀ: ରିଲ୍ସ କରିବା ହେଲା କାଳ । ଅକାଳରେ ଚାଲିଗଲା ନାବାଳକର ଜୀବନ  । ଟ୍ରେନ ଲାଇନ  ଉପରେ ଠିଆ  ହୋଇ ରିଲ୍ସ  କରିବା ସମୟରେ  ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଟ୍ରେନ ।  ଟ୍ରେନ ଧକ୍କାରେ  ନାବାଳକଙ୍କ ମୁଣ୍ଡରେ ମାଡ ହେବା ସହ  ତାଙ୍କର ମୃତ୍ୟୁ ହୋଇଥିଲା ।   ସାଙ୍ଗରେ ଥିବା ନାବାଳକ ସୁଟିଂ କରୁଥିଲେ ।   ପୁରୀ ଜିଲ୍ଲା  ଚନ୍ଦନପୁର ଥାନା ଅଧିନ  ଜାନକାଦେଇପୁର ଷ୍ଟେସନରେ ଏଭଳି ଘଟଣା ଘଟିଛି ।  ମା ଦକ୍ଷିଣକାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନ ଲାଇନରେ ରିଲ୍ସ କରିବା ବେଳେ ଜୀବନ ଯାଇଛି ।  ମୃତ ନାବାଳକ ପୁରୀ ବାସେଳି ସାହି  ମଙ୍ଗଳାଘାଟର ବିଶ୍ୱଜିତ ସାହୁ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking