ଭୁବନେଶ୍ୱର: ମେଗା ଜଳ ପ୍ରକଳ୍ପ ଠିକ କାମରେ ପୂର୍ବ ସରକାରଙ୍କୁ ଟାର୍ଗେଟ । ଟାର୍ଗେଟ କଲେ ପାନୀୟ ଜଳ ମନ୍ତ୍ରୀ ରବି ନାୟକ। ପୂର୍ବ ସରକାରରେ ଠକାଦାର ମାନେ ମଲେଇ ନେଇ ପଳାଇଛନ୍ତି । କେବଳ ପାଇପ ବିଛା କାମ କରିଥିଲେ । ଘରକୁ ଟ୍ୟାପ ଲଗାଇଛନ୍ତି । ଯେଉଁମାନେ ଠିକା ନେଇଥିଲେ , ୫୮ % ପଇସା ନେଇ ପଳାଇଛନ୍ତି ।