19.1 C
Bhubaneswar
Friday, December 5, 2025
Homeଓଡିଶାପୋଲ, ରାସ୍ତାକୁ ପୂର୍ତ୍ତ ମନ୍ତ୍ରୀଙ୍କ ଫୋକସ୍‌

ପୋଲ, ରାସ୍ତାକୁ ପୂର୍ତ୍ତ ମନ୍ତ୍ରୀଙ୍କ ଫୋକସ୍‌

ଭୁବନେଶ୍ୱର: ବ୍ରିଜ୍ ମେଣ୍ଟେନାନ୍ସ ପଲିସି ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଫୋକସ୍ । କହିଲେ ସୂଚନା ଅନୁସାରେ ନୂଆ ଓ ପୁରୁଣା ବ୍ରିଜର ମରାମତି ହେବ । ଇଞ୍ଜିନିୟର ଯାଇ ଦେଖିବେ, ବ୍ରିଜ ସୁରକ୍ଷିତ ନେଇ ରିପୋର୍ଟ ଦେବେ । ରାସ୍ତାଗୁଡିକର ମରାମତି ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ହେବ । ରାଜ୍ୟରେ ଖୁବ୍‌ଶୀଘ୍ର ଆସିବାକୁ ଯାଇଛି ରୋଡ୍ ମେଣ୍ଟେନାନ୍ସ ପଲିସି । ରୋଡ୍ ନିର୍ମାଣ ଓ ମରାମତି କିଭଳି ଉଚ୍ଚମାନର ହେବ ସେନେଇ ଗୁରୁତ୍ୱ ନିଆଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking