17.1 C
Bhubaneswar
Saturday, February 14, 2026
Homeଓଡିଶାମନ୍ତ୍ରୀ ବୁଲିଲେ ହେବନି, କାର୍ଯ୍ୟାନୁଷ୍ଠାନ ଜରୁରୀ: ତାରା

ମନ୍ତ୍ରୀ ବୁଲିଲେ ହେବନି, କାର୍ଯ୍ୟାନୁଷ୍ଠାନ ଜରୁରୀ: ତାରା

ଭୁବନେଶ୍ୱର: ଗତ ସରକାରରେ କୋଇଲା ଚୋରି ହୋଇଛି । ମନ୍ତ୍ରୀ ବୁଲିଲେ ହେବନି , କାଯ୍ୟାନୁଷ୍ଠାନ ଜରୁରୀ । ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ଗରିବ । ଯିଏ ଟ୍ରକ ଟ୍ରକ ନେୁଛନ୍ତି ତାଙ୍କୁ ଧରୁନାହାନ୍ତି । ୨୨ ତାରିଖରେ କଂଗ୍ରେସ କମିଟି ଗସ୍ତ କରିବ । କୋଇଲା ଚୋରି ପାଇଁ ବିଜେପି-ବିଜେଡି ଦାୟୀ ।  ଖଣି ଟୋରି ନେଇ ଏଭଳି କିଛି  ବୟାନ  ଦେଇଛନ୍ତି ତାରା ବାହିନୀ ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking