23.1 C
Bhubaneswar
Sunday, March 22, 2026
Homeଓଡିଶାଝାଡଖଣ୍ଡରେ ପ୍ରଚାର କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଝାଡଖଣ୍ଡରେ ପ୍ରଚାର କରିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ବ୍ୟୁରୋ : ଝାଡଖଣ୍ଡ ଗସ୍ତରେ ଯିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେଠାରେ ପ୍ରଚାର କରିବେ ଓଡିଶା ମନ୍ତ୍ରୀ । ତିନି ଦିନିଆ ଗସ୍ତରେ ଯିବେ  ନଗର ଉନ୍ନୟନ ମନ୍ତ୍ରୀ । ବିଜେପି ପାଇଁ ଝାଡଖଣ୍ଡରେ ନିର୍ବାଚନ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଝାଡଖଣ୍ଡରେ ପ୍ରଚାର କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking