24.1 C
Bhubaneswar
Wednesday, February 4, 2026
Homeଓଡିଶାନୂଆପଡ଼ା ଜୟଜଂଘା ମଣ୍ଡଳର ବିଭିନ୍ନ ଗାଁରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ...

ନୂଆପଡ଼ା ଜୟଜଂଘା ମଣ୍ଡଳର ବିଭିନ୍ନ ଗାଁରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ନୂଆପଡ଼ା: ଉପନିର୍ବାଚନ ଅବସରରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ଜୟଜଂଘା ମଣ୍ଡଳର ବିଭିନ୍ନ ଗାଁରେ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଶ୍ୱର ସର୍ବ ବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିବା କ୍ରମରେ ଆଜି କେନ୍ଦୁବାହାର ପଞ୍ଚାୟତରେ ପ୍ରଚାର କରିଥିଲେ ମନ୍ତ୍ରୀ ଶ୍ରୀ ପାତ୍ର ଙ୍କ ସହ ବିଧାୟକ ଉମା ଚରଣ ମଲ୍ଲିକ। ପଞ୍ଚାୟତ ଅନ୍ତର୍ଗତ କେନ୍ଦୁବାହାର ଗାଁରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ସଭାରେ ଦଳର ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ଯୋଗଦେଇ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ନିମନ୍ତେ ଗ୍ରାମର ଶତାଧିକ ଭାଇଭଉଣୀଙ୍କୁ ବିନମ୍ର ନିବେଦନ କରିଥିଲେ ମନ୍ତ୍ରୀ ଶ୍ରୀ ପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking