28.1 C
Bhubaneswar
Thursday, February 5, 2026
Homeଓଡିଶାଜିଭି ପିଆର ଲୁହାଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ

ଜିଭି ପିଆର ଲୁହାଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ

ଭୁବନେଶ୍ୱର: ଜିଭି ପିଆର ଲୁହାଖଣିରେ ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖଣି ବିଭାଗର ୪ଜଣିଆ ଟିମ୍‌ ଏହି ଚଢ଼ାଉ କରିଛନ୍ତି। ଉଚ୍ଚମାନର ଲୌହ ଖଣିଜ ପଥରକୁ ନିମ୍ନମାନର ଦର୍ଶାଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ୩ ସପ୍ତାହ ପୂର୍ବରୁ ଜିଭି ପିଆର ଖଣିରେ ପରିବହନ ଆରମ୍ଭ ହୋଇଥିଲା। ତେବେ ଏହି ବେଆଇନ ଚାଲାଣରେ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ଅଭିଯୋଗ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking