19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଖଣିଜ ରୟାଲଟି ଟିକସ ନୁହେଁ : ସୁପ୍ରିମକୋର୍ଟ

ଖଣିଜ ରୟାଲଟି ଟିକସ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଖଣିଜ ଉପରେ ଟ୍ୟାକ୍ସ ନେଇ ସୁପ୍ରିମକୋର୍ଟଙ୍କ ରାୟ । ଖଣିଜ ଉପରେ ଦିଆଯାଉଥିବା ରୟାଲଟି ଟିକସ ନୁହେଁ । ଖଣିଜ ଟିକସ ଲଗାଇବା ଅଧିକାର ରାଜ୍ୟର ଅଛି । ସିଜେଆଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠର ରାୟ । ମାର୍ଚ୍ଚ ୧୪ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ୮୬ଟି ଆବେଦନ ଉପରେ ହୋଇଥିଲା ଶୁଣାଣି । ଲଗାତାର ୮ ଦିନ ଶୁଣାଣି କରିଥିଲେ ଖଣ୍ଡପୀଠ ।

ମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking