28.1 C
Bhubaneswar
Tuesday, May 20, 2025
Homeଓଡିଶାକୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ

କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ

ଅନୁଗୁଳ: ଆଠମଲ୍ଲିକ  ସହକାରୀ ନିର୍ବାହୀ ଯନ୍ତ୍ରୀ  ରାମଚନ୍ଦ୍ର ଶତପଥୀଙ୍କୁ ଭିଜିଲାନ୍ସ ବାନ୍ଧିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ରେଡ ବେଳେ ଆମାପ ସମ୍ପତ୍ତି ଠାବ ହୋଇଥିଲା । ୨୨ଟି ଦାମୀ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ । ୩୫୦ ଗ୍ରାମ ସୁନା , ୧କୋଟି ୧୬ ଲକ୍ଷର ଜମା ଟଙ୍କା ଜବତ କରିଥିଲା  ଭିଜିଲାନ୍ସ । ଯନ୍ତ୍ରୀଙ୍କ  ଜ୍ୱାଇଁଙ୍କ ଘରୁ ମଧ୍ୟ  ମିଳିଥିଲା ଲକ୍ଷାଧିକ ଟଙ୍କା । ୨୩ ଲକ୍ଷ ୯୫ ହଜାର ଟଙ୍କା ଜବତ  ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking