27.1 C
Bhubaneswar
Monday, December 8, 2025
Homeଓଡିଶାକେନ୍ଦ୍ର ସହଯୋଗ ଏବଂ ପରାମର୍ଶରେ ହେବ ମେଟ୍ରୋ: ମନ୍ତ୍ରୀ 

କେନ୍ଦ୍ର ସହଯୋଗ ଏବଂ ପରାମର୍ଶରେ ହେବ ମେଟ୍ରୋ: ମନ୍ତ୍ରୀ 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସହେଯାଗ ଏବଂ ପରାମର୍ଶରେ ନିର୍ମାଣ ହେବ ମେଟ୍ରୋ । ଏନେଇ  କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ।  କମିଟି ବିଭିନ୍ନ ସ୍ଥାନକୁ ଯାଇ  ସର୍ଭେ କରିବ ଏବଂ ରିପୋର୍ଟ  ଦେବା ପରେ କେନ୍ଦ୍ରର ସାହାଯ୍ୟ ଲୋଡାଯିବ । ଏନେଇ ରାଜ୍ୟ ନଗର ଉନ୍ନୟନ  ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି,  ମେଟ୍ରୋ କେମିତି  ଫିଜିବୁଲ ହେବ ସେନେଇ  ରିପୋର୍ଟ ଦେବ କମିଟି ।  ସେହି ରିପୋର୍ଟ ଅନୁସାରେ  କେନ୍ଦ୍ର ସରକାର କେତେ ଆର୍ଥିକ ସହାୟତା ଦେବେ  ଓ ରାଜ୍ୟ ସରକାର କେତେ ଟଙ୍କା  ଖର୍ଚ୍ଚ କରିବେ । ସେନେଇ  ନିଷ୍ପତ୍ତି ନିଆଯିବ ।  କମିଟି ରିପୋର୍ଟ  ଦେବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking