26.1 C
Bhubaneswar
Wednesday, June 4, 2025
Homeଦେଶ ବିଦେଶଶାହ ଡାକିଲେ ବୈଠକ

ଶାହ ଡାକିଲେ ବୈଠକ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ । ନର୍ଥ ବ୍ଲକରେ ଅପରାହ୍ନ ୨ଟାରେ ବୈଠକ ହେବ । ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ଆଲୋଚନା । ଭିସିରେ ବୈଠକ କରିବେ ଅମିତ ଶାହ । ମୁଖ୍ୟ ଶାସନ ସଚିବ ଓ ଡିଜିପି ଉପସ୍ଥିତ ରହିବେ । ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଗୃହମନ୍ତ୍ରୀ । ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକିମ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ। ଏଥିରେ ଜମ୍ମୁ-କାଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳମାନେ ମଧ୍ୟ ସାମିଲ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking