32.1 C
Bhubaneswar
Saturday, February 14, 2026
Homeଓଡିଶାବୋଟରେ ଯାନ୍ତ୍ରିକ ତ୍ରୁଟି : ଫସିଲେ ସାଧବ ପୁଅ

ବୋଟରେ ଯାନ୍ତ୍ରିକ ତ୍ରୁଟି : ଫସିଲେ ସାଧବ ପୁଅ

ଭଦ୍ରକ : ସାଧବ ପୁଅଙ୍କୁ  ନେଇ ଯାଇଥିବା ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ବୋଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚୂଡାମଣି ମୁହାଣରେ ଫସିଲେ ଶତାଧିକ ସାଧବ ପୁଅ । ବୋଇତ ବନ୍ଦାଣ ଉତ୍ସବରେ ବାହାରିଥିଲା ୨ଟି ବୋଟ । ୨ଟି ବୋଟରେ ସାଧବ ପୁଅଙ୍କ ସମେତ ଫସିଛନ୍ତି ଶତାଧିକ ଲୋକ । ଗୋଟିଏ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking