22.1 C
Bhubaneswar
Tuesday, December 16, 2025
Homeଓଡିଶାଫାଇନ୍ କାଟିଲେ ମେୟର

ଫାଇନ୍ କାଟିଲେ ମେୟର

ଭୁବନେଶ୍ୱର: ସକାଳୁ ସକାଳୁ ଲକ୍ଷାଧିକ ଟଙ୍କାର ଫାଇନ୍ କାଟିଲେ ବିଏମ୍‌ସି ମେୟର ସୁଲୋଚନା ଦାସ । ୟୁନିଟ୍ ୪ ମାଛ ମାର୍କେଟ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଚଢାଉ । ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଲେ ମେୟର । ବିଭିନ୍ନ ହୋଟେଲ୍‌, ଅଟୋ ୱାର୍କସପ୍ ଓ ଶିକ୍ଷାନୁଷ୍ଠାନକୁ ଫାଇନ୍ କାଟିଲେ । ଅଳିଆ ଗଦାଇବା ପାଇଁ ଫାଇନ୍ କାଟିଲେ ମେୟର୍ । ସୂଚନା ଅନୁଯାୟୀ, ସ୍ୱାଦ ସଦନ ପ୍ରିମିୟମ ଏବଂ ଭାଇନା ହୋଟେଲକୁ ପ୍ରତ୍ୟେକଙ୍କୁ ₹୧ ଲକ୍ଷ ଜରିମାନା । ସେହିପରି ୟୁନିଟେକ୍ ଅଟୋ ୱାର୍କସପ୍ ଏବଂ ରିଲାଏନ୍ସକୁ ସେମାନଙ୍କ ପରିସର ପଛରେ ଅଳିଆ ପକାଇବା ପାଇଁ ପ୍ରତ୍ୟେକଙ୍କୁ ₹୧ ଲକ୍ଷ ଫାଇନ୍ କଟାଯାଇଛି । ପରିଷ୍କାର ପରିଚ୍ଛନ୍ନତା ନିୟମ ଉଲ୍ଲଂଘନ କରିବା ପାଇଁ ଗୋଲ ଏଜୁକେସନାଲ୍ ଇନଷ୍ଟିଚ୍ୟୁଟ୍ ଏବଂ ଚାଇନା ଗାର୍ଡେନକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମ୍‌ସି) ଦ୍ୱାରା ପ୍ରତ୍ୟେକଙ୍କୁ ₹୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ, ୟୁନିଟ୍-୪ ମସଜିଦ ନିକଟରେ ମିଳିଥିବା ପରିତ୍ୟକ୍ତ କାର ଏବଂ ବାଇକ୍ ଜବତ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking