26.1 C
Bhubaneswar
Tuesday, January 7, 2025
Homeଓଡିଶାଗଞ୍ଜାମରେ ସର୍ବାଧିକ ଏଡ଼ସ ରୋଗୀ: ମନ୍ତ୍ରୀ

ଗଞ୍ଜାମରେ ସର୍ବାଧିକ ଏଡ଼ସ ରୋଗୀ: ମନ୍ତ୍ରୀ

ଗଞ୍ଜାମ: ରାଜ୍ୟରେ ହ୍ରାସ ପାଉଛି ଏଡ଼ସ ରୋଗୀଙ୍କ ସଂଖ୍ୟା। ଏ ଏନି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ୨୦୩୦ ସୁଦ୍ଧା ଶୂନ ହେବ ନୂଆ ଏଡ଼ସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସକ୍ରିୟ ୫୦ ହଜାର ଏଡ଼ସ କେସ ରହିଛି। ଗଞ୍ଜାମରେ ସର୍ବାଧିକ ୨୦ ହଜାର ଏଡ଼ସ ରୋଗୀ । ସୋନପୁରର ସର୍ବନିମ୍ନ ୧୫୦ ରୋଗୀ ଅଛନ୍ତି । ରାଜ୍ୟରେ ଆଉ ବିଶେଷ ରୋଗୀ ଚିହ୍ନଟ ହେଉନାହାନ୍ତି । ୨୦୩୦ ସୁଦ୍ଧା କେହି ଆକ୍ରାନ୍ତ ନ ହୁଅନ୍ତୁ । ଏ ନେଇ ବ୍ୟବସ୍ତା କରିବା ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking