24.1 C
Bhubaneswar
Sunday, December 7, 2025
Homeଓଡିଶା୧୦ମ ବୋର୍ଡ : ସରିଲା ପରୀକ୍ଷା , ଫଳକୁ ଅପେକ୍ଷା

୧୦ମ ବୋର୍ଡ : ସରିଲା ପରୀକ୍ଷା , ଫଳକୁ ଅପେକ୍ଷା

ଭୁବନେଶ୍ୱର: ସରିଲା ଚଳିତ ବର୍ଷର ମାଟ୍ରିକ  ପରୀକ୍ଷା । ଶେଷ ଦିନରେ କେହି କପି ଧରା ପଡିନାହାନ୍ତି ।  ଏଥର ୩୦ରୁ ୪୦ ଜଣ ଏମପି ହୋଇଛନ୍ତି । ପୂର୍ୱ ବର୍ଷ ତୁଳନାରେ ବହୁତ କମ ଏମପି ହୋଇଛନ୍ତି । ଆଜିର ପରୀକ୍ଷାରେ କୌଣସି ତ୍ରୁଟି ନାହିଁ । ବିଜ୍ଞାନ ସି – ସେଟ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି । ୧୦ ହଜାର ସେଟରେ ମୁଦ୍ରଣ ଜନିତ ତ୍ରୁଟି ହୋଇଛି । ଗ୍ରେସ ମାର୍କ ପାଇଁ କମିଟି ନିଷ୍ପତ୍ତି ନେବ ।  ଗ୍ରେସ ମାର୍କକୁ ନେଇ ପିଲା ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ । ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ଖାତା ଦେଖାରେ ଏଆଇ ଉପେଯାଗ ହେବ । ଏନେଇ  ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking