16.1 C
Bhubaneswar
Sunday, December 7, 2025
Homeଓଡିଶାଭୂସ୍ଖଳନ ରୋକିବାକୁ ଆସିବ ମାଷ୍ଟର ପ୍ଲାନ: ମନ୍ତ୍ରୀ

ଭୂସ୍ଖଳନ ରୋକିବାକୁ ଆସିବ ମାଷ୍ଟର ପ୍ଲାନ: ମନ୍ତ୍ରୀ

ଭୁବନେଶ୍ୱର: ଭୁସ୍ଖଳନ ରୋକିବାକୁ ମାଷ୍ଟର ପ୍ଲାନ ଆଣିବେ ରାଜ୍ୟ ସରକାର ।ଏନେଇ ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାହାଡ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ ।  ପଥର ଖସି ଯେଭଳି କାହାର ମୃତ୍ୟୁ ନହୁଏ ପ୍ରାଥମିକତା ଦିଆଯିବ । ମାଲକାନଗିରି ଅଞ୍ଚଳର ତଳିଆ ରୋଡ ଚିହ୍ନଟ କରାଯାଇ ଉଚ୍ଚା କରାଯିବ । ବର୍ଷା ବିତ୍ପାତର କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking