19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଦକ୍ଷିଣ କୋରିଆ ଜଙ୍ଗଲରେ ଭୟଙ୍କର ନିଆଁ

ଦକ୍ଷିଣ କୋରିଆ ଜଙ୍ଗଲରେ ଭୟଙ୍କର ନିଆଁ

ସିଓଲ: ଦକ୍ଷିଣ କୋରିଆର ଚାଙ୍ଗୱନର ଦକ୍ଷିଣ-ପୂର୍ବରେ ଥିବା ସାନଚିଓଙ୍ଗ କାଉଣ୍ଟିରେ ଜଙ୍ଗଲରେ ନିଆଁ ଲାଗିଛି। ପବନର ବେଗ ଅଧିକ ରହିଥିବାରୁ ଜଙ୍ଗଲ ନିଆଁକୁ ଲିଭାଇବା ଅଗ୍ନିଶମ ବିଭାଗ ପାଇଁ କଷ୍ଟକର ବ୍ୟାପାର ହୋଇପଡିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର (୨୨ ମାର୍ଚ୍ଚ, ୨୦୨୫) ସ୍ଥାନୀୟ ଅଞ୍ଚଳ (ପ୍ରାୟ ୮ଟି ସହରର ନାଗରିକ)ରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଙ୍ଗଲ ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ଅଞ୍ଚଳ ୨୯୦ ହେକ୍ଟରକୁ ବୃଦ୍ଧି ପାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ-ମୋକ ସୂର୍ଯ୍ୟାସ୍ତ ପୂର୍ବରୁ ନିଆଁ ଲିଭାଇବା ପାଇଁ ସମସ୍ତ ।ବଶ୍ୟକୀୟ ଉପକରଣ ଏବଂ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସମସ୍ତ ପ୍ରୟାସ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking