34.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଦିଲ୍ଲୀର ସଦର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ

ଦିଲ୍ଲୀର ସଦର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ସବୁଠାରୁ ବଡ଼ ହୋଲସେଲ ବଜାର ସଦର ବଜାରରେ ଶନିବାର (୧୨ ଜୁଲାଇ) ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।ଘଟଣା ସ୍ଥଳରେ ଦିଲ୍ଲୀ ପୋଲିସ, ଅଗ୍ନିଶମ ସେବା ଏବଂ କ୍ୟାଟମାନେ ଉପସ୍ଥିତ ଅଛନ୍ତି। ତଥାପି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking