17.1 C
Bhubaneswar
Sunday, December 7, 2025
Homeଓଡିଶାଗଣ ଦୁଷ୍କର୍ମ: ୨ ସେନା ଯବାନଙ୍କୁ ଆଜୀବନ କାରାଦଣ୍ଡ

ଗଣ ଦୁଷ୍କର୍ମ: ୨ ସେନା ଯବାନଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ୨ ସେନା ଯବାନଙ୍କୁ ଆଜୀବନ କାରାଦଣ୍ଡାଦେଶ । ଗୋପାଳପୁର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ । ହାବିଲଦାର ବି. ଜୟେଶ ଓ ଲାନ୍ସ ନାଏକ  ହଷଲଦାର ମୁଣ୍ଡାକୁ ଆଜୀବନ କାରାଦଣ୍ଡ ମିଳିଛି ।  ଉଭୟଙ୍କୁ  ଆଜୀବନ କାରାଦଣ୍ଡ ଦେଶ ଶୁଣାଇଲେ ବ୍ରହ୍ମପୁର ପୋକ୍ସୋ କୋର୍ଟ । ଜାନୁଆରୀରେ ବସ ଭିତରେ ୪ ବର୍ଷର ମାବାଳିକା ଛାତ୍ରୀଙ୍କ ସହ  ଗଣ ଦୁଷ୍କର୍ମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking