38.5 C
Bhubaneswar
Monday, June 8, 2026
Homeଓଡିଶାଗଞ୍ଜେଇ ଚୋରା ଚାଲାଣ: ୪ ଗିରଫ

ଗଞ୍ଜେଇ ଚୋରା ଚାଲାଣ: ୪ ଗିରଫ

କନ୍ଧମାଳ:  ଗଞ୍ଜେଇ ବେପାରୀ ଛନ୍ଦି ହେଲେ  ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅଞ୍ଚଳର ଜାତୀୟ ରାଜପଥରେ।  ସେହି ସମୟରେ ଏକ କାର ରେ ୩୦ କିଲୋ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ମାଡି ବସିଥିଲା ସେହି ସମୟରେ ରଂଜିତ ଗିରଫ ହୋଇଥିବା ବେଳେ ଅରୁଣ ନାହାକ ଫେରାର ହୋଇଯାଇଥିଲେ। ରଞ୍ଜିତ ଜେଲରୁ ବାହାରିବା ପରେ ପୁଣି ଗଞ୍ଜେଇ ବ୍ୟବସାୟ କରୁଥିବା ପୋଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking