18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶ୨ ଜଣଙ୍କ ଗଳା କାଟି ଦେଲେ ମାଓବାଦୀ

୨ ଜଣଙ୍କ ଗଳା କାଟି ଦେଲେ ମାଓବାଦୀ

ବିଜାପୁର: ଛତିଶଗଡ ବିଜାପୁର ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ଗାଁରେ ନୃଶଂସ ହତ୍ୟାକାଣ୍ଡ ଘଟିଛି । ୨ ଜଣ ପାରା ଶିକ୍ଷକଙ୍କୁ ଗଳା କାଟି ହତ୍ୟା କରିଛି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ନେଇ ପୋଷ୍ଟର ଛାଡିଲେ । ଘଟଣା ପରେ ଅଞ୍ଚଳରେ ଭୟର ଭାବ ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking