34.8 C
Bhubaneswar
Thursday, April 24, 2025
Homeଦେଶ ବିଦେଶଯୁଦ୍ଧ ବିରତି ପାଇଁ ସଙ୍ଗଠନର ଆହ୍ୱାନ

ଯୁଦ୍ଧ ବିରତି ପାଇଁ ସଙ୍ଗଠନର ଆହ୍ୱାନ

ନୂଆଦିଲ୍ଲୀ: ଶାନ୍ତି ବାର୍ତ୍ତା ପାଇଁ ମାଓବାଦୀ ପ୍ରସ୍ତୁତ । ଯୁଦ୍ଧ ବିରତି ପାଇଁ ମାଓ ସଙ୍ଗଠନର ଆହ୍ୱାନ । ମାଓ ସଙ୍ଗଠନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି । କେନ୍ଦ୍ରୀୟ କମିଟିର ମୁଖପାତ୍ର ଅଭୟଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି । ଯୁଦ୍ଧ ବିରତି କରି ଶାନ୍ତି ବାର୍ତ୍ତା ଲାଗି ଆହ୍ୱାନ । ୨୪ ତାରିଖରେ ହାଇଦ୍ରାବାଦରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରେଶନ କଗାର ଯୋଗୁ ଆଦିବାସୀଙ୍କ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଅପରେଶନ କଗାର ମାଧ୍ୟମରେ ନରସଂହାର ବନ୍ଦ କରିବାକୁ ଦାବି ହୋଇଛି । ୪୦୦ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବହୁ ନୀରିହ ଆଦିବାସୀ ଜେଲ ଦଣ୍ଡ ଭୋଗୁଛନ୍ତି । ଫୋର୍ସ ପ୍ରତ୍ୟାହାର ସର୍ତ୍ତରେ ବାର୍ତ୍ତା ଲାଗି ପ୍ରସ୍ତୁତ ମାଓ ସଂଗଠନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking