15.1 C
Bhubaneswar
Friday, December 19, 2025
Homeଓଡିଶାମହାନଦୀ କୂଳରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ମହାନଦୀ କୂଳରୁ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

କଟକ: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ଆଜି ସକାଳେ କଟକର ମହାନଦୀ କୂଳରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ମହାନଦୀ କୂଳରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ମିଳିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କଟକ ଜିଲ୍ଲାର ଏକ ଘରୋଇ ସ୍କୁଲ ନିକଟ କାଳିଆ ବୋଡା ନିକଟରେ ମୃତଦେହଟି ମିଳିଛି । ମହାନଦୀରେ ଗାଧୋଇବାକୁ ଯାଇଥିବା ଗ୍ରାମବାସୀମାନେ ମୃତଦେହଟି ନଦୀରେ ଭାସୁଥିବାର ଦେଖିଥିଲେ । ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର କରିଥିଲେ । ପୋଲିସ ଅଗ୍ନିଶମ ବାହିନୀର ସହାୟତାରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking