17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଦିଲ୍ଲୀ ଗଲେ ମନମୋହନ ସାମଲ

ଦିଲ୍ଲୀ ଗଲେ ମନମୋହନ ସାମଲ

ନୂଆଦିଲ୍ଲୀ: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୩ ଦିନିଆ ଦିଲ୍ଲୀ ଗସ୍ତରେ ରାଜ୍ୟ ସଭାପତି । ଏହି ଗସ୍ତରେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ ମଧ୍ୟ କାଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ରାଜ୍ୟ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ କମିଟି, ବୋର୍ଡ ନିଗମ ନେଇ ହୋଇପାରେ ଆଲୋଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking