17.1 C
Bhubaneswar
Saturday, December 20, 2025
Homeଓଡିଶାକେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ

କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ

କେନ୍ଦୁଝର : କେନ୍ଦୁଝର ରେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଫାଷ୍ଟଟ୍ରାକ କୋର୍ଟ । ୨୦୨୨ ତେଲକୋଇ ଅଞ୍ଚଳ ଦୁଷ୍କର୍ମ ମାମଲାର ରାୟ ସାମ୍ନାକୁ ଆସିଛି । ଦୋଷୀ ରମା ନାଏକକୁ  ୨୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଏହା ସହିତ ୧୦ ହଜାର ଟଙ୍କା ଜୋରିମାନାର ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ଅନାଦେୟ ଆଉ ୬ ମାସ ଜେଲ ଦଣ୍ଡ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking