25.1 C
Bhubaneswar
Thursday, February 5, 2026
Homeଓଡିଶାମଲ ପାର୍କିଂ ଫି: ବିଏମସିର ଆଭିମୁଖ୍ୟ ଅସ୍ପଷ୍ଟ

ମଲ ପାର୍କିଂ ଫି: ବିଏମସିର ଆଭିମୁଖ୍ୟ ଅସ୍ପଷ୍ଟ

 ଭୁବନେଶ୍ୱର: ମଲରେ  ଆଦାୟ ହେଉଥିବା ପାର୍କିଂ ଫିକୁ ନେଇ ବିଏମସିର ଆଭିମୁଖ୍ୟ  ଅସ୍ପଷ୍ଟ ରହିଛି । ଏହା ନିୟମ ନା  ନିୟମ ନୁହେଁ କହି ହେବ ନାହିଁ କହିଲେ ବିଏମସି କମିଶନର । ଏଯାଏଁ କୌଣସି ଆମେ ନିଷ୍ପତ୍ତି ନେଇନୁ । ଆଗକୁ ଆଲୋଚନା ପରେ ନିଷ୍ପତ୍ତି ନେବୁ । ପରାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ । ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି ।  କିଛି ଲୋକ ବି ପାର୍କିଂର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking