23.1 C
Bhubaneswar
Wednesday, January 15, 2025
Homeଓଡିଶାସମ୍ବଲପୁରରେ ମ୍ୟାଲେରିଆ ଆତଙ୍କ

ସମ୍ବଲପୁରରେ ମ୍ୟାଲେରିଆ ଆତଙ୍କ

ସମ୍ବଲପୁର : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି ଓ ଅନ୍ୟପଟେ ମ୍ୟାଲେରିଆ ଆତଙ୍କ ବଢ଼ିବାରେ ଲାଗିଛି । ସାରା ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ସମ୍ବଲପୁର ରେଢ଼ାଖୋଲରେ ଏହା ବ୍ୟାପିବାରେ ଲାଗିଛି । ବର୍ତ୍ତମାନର ସୂଚନା ଅନୁସାରେ, ରେଢ଼ାଖୋଲରେ ୯୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ନ ବଢିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକ୍ଷମ କରାଯାଉଛି । ଲୋକଙ୍କୁ ସଚେତନତାର ସହିତ ରହିବା ସହିତ ପରିବେଶକୁ ପରିଷ୍କାର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାଲେରିଆ ମଶାର ବଂଶ ବୃଦ୍ଧିରେ ରୋକ ଲଗାଇବା ପାଇଁ ବ୍ଲିଚିଂ ପାଉଡର ସିଞ୍ଚନ କରିବା ଓ ଅଳିଆ ଆବର୍ଜନାକୁ ସଫା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking