20.1 C
Bhubaneswar
Wednesday, January 15, 2025
Homeଓଡିଶାଓଏଏସ ଅଫିସର ସ୍ତରରେ ବଡଧରଣର ଅଦଳ ବଦଳ

ଓଏଏସ ଅଫିସର ସ୍ତରରେ ବଡଧରଣର ଅଦଳ ବଦଳ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ୨୬ ଓଏଏସ ଅଧିକାରୀଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ…
୧.ପ୍ରତାପ କୁମାର ମିଶ୍ର-ଗୋପବନ୍ଧୁ ଆକାଡେମୀ ଅଫ ଆଡମିଷ୍ଟେସନ,ଭୁବନେଶ୍ୱର-ସ୍ପେସାଲ ସେକ୍ରେଟେରୀ ଟୁ ଗମେଣ୍ଟ,ପବ୍ଲିକ ଏଣ୍ଟରପ୍ରାଇଜ ଡିପାଟମେଣ୍ଟ
୨.ଲାଲା ମନୋଜ କୁମାର ରାୟ-ଜିଏ ଏବଂ ପିଜି ବିଭାଗ-ଡେପୁଟି ଡିଜି, ଗୋପବନ୍ଧୁ ଆକାଡେମୀ ଅଫ ଆଡମିଷ୍ଟେସନ
୩.ପ୍ରତାପ ଚନ୍ଦ୍ର ହୋତା-ପିଏ ବିଭାଗ-ସଂସଦୀୟ ବ୍ୟାପାର ବିଭାଗ
୪.ପ୍ରଶାନ୍ତ କିଶୋର ମହାପାତ୍ର-ପିଏ ବିଭାଗ -ଉଚ୍ଚଶିକ୍ଷା ବିଭାଗ
୫.ଏସକେ ଜମ୍ମିରଉଦିନ୍‌-ପିଏ ବିଭାଗ-ରାଜସ୍ୱ ଏବଂ ଡି.ଏମ୍ ବିଭାଗ
୬.ସୁକାନ୍ତ କୁମାର ବେହେରା-ଜେନେରାଲ ମ୍ୟାନେଜର,ଓଏଫଡିସି- ଓଡିଶା ମାନାବାଧିକାର କମିଶନ,ଭୁବନେଶ୍ୱର
୭.ଗଙ୍ଗାଧର ନାୟକ-ଏଫ ଏବଂ ଏଡିଆର ବିଭାଗ- ଓଡିଶା ମାନାବାଧିକାର କମିଶନ,ଭୁବନେଶ୍ୱର
୮.ମାନନ ରଞ୍ଜନ ପାଢୀ- ପିଏ ବିଭାଗ-ଆଡିସନାଲ ସେକ୍ରେଟେରୀ, ଜେନେରାଲ ଆଡମିଗ୍ଧେସନ ଏବଂ ପବ୍ଲିକ ଗ୍ରୀଭାନ୍ସ ଡିପାଟମେଣ୍ଟ
୯.ସୁରଞ୍ଜନ ପ୍ରଧାନ-ପିଏ ବିଭାଗ-ଆଡିସନାଲ ସେକ୍ରେଟେରୀ ଟୁ ଗମେଣ୍ଟ,ରାଜସ୍ୱ ଏବଂ ଡିଏମ ବିଭାଗ
୧୦.କୃତିବାସ ରାଉତ-ଆଡିସନାଲ ସେକ୍ରେଟେରୀ ଟୁ ଗମେଣ୍ଟ,ପିଆର ଏବଂ ଡିଡବ୍ଲୁ ବିଭାଗ-ମହିଳା ଏବଂ ଶିଶୁ ବିକାଶ ବିଭାଗ
୧୧,ସରୋଜ କୁମାର ରାଉତ-ପିଏ ବିଭାଗ – ବାଣିଜ୍ୟ ଏବଂ ବ୍ୟପାର ବିଭାଗ
୧୨.ଅରୁପ କୁମାର ସାହୁ – ଏସଟି ଏବଂ ଏସସି ବିକାଶ ଏବଂ ମାନରିଟି ଏବଂ ବିସିଡବ୍ଲୁ -ପଞ୍ଚାୟତିରାଜ ବେଂ ପାନୀୟ ଜଳ ବିଭାଗ
୧୩.ପୂର୍ଣ୍ଣଚନ୍ଦ୍ର ଦଳାୟୀ-ଓଡିଶା ବିଧାନ ସଭା-ମତ୍ସ୍ୟ ଏବଂ ଏଆରଡି ବିଭାଗ
୧୪.ବିଜୟ କୁମାର ସ୍ୱାଇଁ-ପିଏ ବିଭାଗ-କ୍ରିଡା ଏବଂ ୱାଇ ଏସ୍ ବିଭାଗ
୧୫.ବିବେକାନନ୍ଦ ସାହୁ-ଅତିରିକ୍ତ କମିଶନର-ମହିଳା ଏବଂ ଶିଶୁ ବିକାଶ ବିଭାଗ
୧୬.ସୁକାନ୍ତ କୁମାର ପ୍ରଧାନ-ପିଏ ବିଭାଗ-ସ୍କିଲ ଡିପାଟମେଣ୍ଟ ଏବଂ ବୈଷୟିକ ଶିକ୍ଷା ବିଭାଗ
୧୭.ବିଥିକା ସ୍ୱାଇଁ-ଡବ୍ଲୁ ଏବଂ ସିଡି ବିଭାଗ-ଅତିରିକ୍ତ କମିଶନର
୧୮.ରବିନ୍ଦ୍ର କୁମାର ସେଠୀ-ଜିଏ ଏବଂ ପିଜି ବିଭାଗ-ଜେନେରାଲ ମ୍ୟାନେଜର,ଓଏଫଡିସି
୧୯.ଶୁଭ୍ରାଂଶୁ ମିଶ୍ର-ଜିଏ ଏବଂ ପିଜି ବିଭାଗ-ଆଡିସନାଲ ସେକ୍ରେଟେରୀ,କୃଷି ଏବଂ ଏଫଇ ବିଭାଗ
୨୦.କୈଳାସ ଚନ୍ଦ୍ର ଦାସ-ପିଏ ବିଭାଗ-ଜଏଣ୍ଟ କମିଶନର ବିଏମ୍‌ସି
୨୧.ସବ୍ୟସଚୀ ହୋତା-ଚିଫ ଜେନେରାଲ ମ୍ୟାନେଜର,ଓଏସଡିଏମଏ-ଜେନେରାଲ ମ୍ୟାନେଜର,ଓସିଏସି
୨୨.ରଶ୍ମି ରଞ୍ଜନ ସାହୁ-ପିଏ ବିଭାଗ-ଚିପ ଜେନେରାଲ ମ୍ୟାନେଜର,ଓଏସଡିଏମଏ
୨୩.ଅଞ୍ଜନ କୁମାର ଦାସ-ପିଏ ବିଭାଗ-ଜେନେରାଲ ଆଡମଷ୍ଟେସନ ଏବଂ ପବ୍ଲିକ ଗ୍ରୀଭାନ୍ସ ବିଭାଗ
୨୪.ମନୋଜ କୁମାର ସ୍ୱାଇଁ-ଜିଏ ଏବଂ ପିଏ ବିଭାଗ-ଜଏଣ୍ଟ କମିଶନର,ବିଏଡି
୨୫.ଅରୁନ କୁମାର ମଲ୍ଲିକ-ପିଏ ବିଭାଗ-ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ
୨୬.ଦୀନକ୍ରିଷ୍ଣ କର-ପିଏ ବିଭାଗ-ଜଙ୍ଗଲ ପରିବେଶ ବିଭାଗ
୨୭.ଚିନ୍ମୟ କୁମାର ଆଚାର୍ଯ୍ୟ-ଜିଏ ଏବଂ ପିଜି ବିଭାଗ-ସଂସଦୀୟ ବ୍ୟାପାର ବିଭାଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking