29.1 C
Bhubaneswar
Wednesday, June 4, 2025
Homeଓଡିଶାବରିଷ୍ଠଙ୍କ ପ୍ରତି ଅସନ୍ତୋଷ ଝାଡିଲେ ମହେଶ!

ବରିଷ୍ଠଙ୍କ ପ୍ରତି ଅସନ୍ତୋଷ ଝାଡିଲେ ମହେଶ!

ଭୁବନେଶ୍ୱର: ବରିଷ୍ଠଙ୍କ ପ୍ରତି ଅସନ୍ତୋଷ ଝାଡିଲେ ପୂର୍ୱତନ ସାଂସଦ ମହେଶ ସାହୁ । ସେମାନଙ୍କ ପାଇଁ ଦଳ କଣ  କରିଛି ଓ ଦଳ ପାଇଁ ସେମାନେ କଣ କରିଛନ୍ତି କୁହନ୍ତୁ । ଯେଉଁମାନେ ବାହାରକୁ ଯାଇପାରୁ ନାହାନ୍ତି, ଆଡଭାଇଜରି ବୋର୍ଡରେ ଅଛନ୍ତି । ସାଂସଦ ପ୍ରାର୍ଥୀ କରାଯାଇନଥିବାରୁ ପରୋକ୍ଷରେ ବି ଅସନ୍ତୋଷ ଝାଡିଲେ । ଆମେ କାମ କଲା ବେଳେ ଆଉ ଜଣଙ୍କୁ ସାଂସଦ ପ୍ରାର୍ଥୀ କରିଦେଲେ । ଯିଏକି ଦଳରେ ଦୁଇ ଦିନ ବି କାମ କରିନାହାନ୍ତି । ସମସ୍ତେ କର୍ମୀଙ୍କୁ ଦଳରେ ଦାୟିତ୍ୱ ଦେଇ ହେବ କି , ୮୧ ଜଣ ହିଁ କମିଟିରେ ରହିବେ, ଏତେ ଲୋକଙ୍କୁ କେମିତି ଦାୟିତ୍ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking