31.1 C
Bhubaneswar
Saturday, February 7, 2026
Homeଓଡିଶାମହାନଦୀ ଜଳ ବିବା: ବିତର୍କ ପାଇଁ ବିଜେଡିକୁ ରାଜସ୍ୱ ମନ୍ତ୍ରୀଙ୍କ ଆହ୍ୱାନ

ମହାନଦୀ ଜଳ ବିବା: ବିତର୍କ ପାଇଁ ବିଜେଡିକୁ ରାଜସ୍ୱ ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗ । ବିଜେଡିକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଜବାବ । ପୁଣିଥରେ ବିତର୍କ ପାଇଁ ବିଜେଡିକୁ ଆହ୍ୱାନ । ବିଧାନସଭା ଭିତରେ ଓ ବାହାରେ ତର୍କ ପାଇଁ ଆହ୍ୱାନ । ମନ୍ତ୍ରୀ କହିଛନ୍ତି ଯେ ନ୍ୟାୟ ପାଇଁ ସେମାନେ କ’ଣ କରିଥିଲେ କୁହନ୍ତୁ । ଆମ ପାଖରେ ଥିବା ତଥ୍ୟ ଆମେ ଦେବୁ । ଆମେ କ’ଣ ପଦକ୍ଷେପ ନେଇଛୁ ଉପସ୍ଥାପନ କରିବୁ । ରାଜ୍ୟବାସୀ ଜାଣିଲେ କିଏ ସତ ଓ କିଏ ମିଛ କହୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking