27.1 C
Bhubaneswar
Monday, March 30, 2026
Homeଓଡିଶାପୁଣ୍ୟ ତୋୟା ବୈତରଣୀ ନଦୀରେ ମହା ବାରୁଣୀ ଯୋଗ

ପୁଣ୍ୟ ତୋୟା ବୈତରଣୀ ନଦୀରେ ମହା ବାରୁଣୀ ଯୋଗ

ଯାଜପୁର: ଆଜି ପଡି ଥିବାରୁ ଯାଜପୁରସହର ଚଳ ଚଞ୍ଚଳ ହୋଇଛି ଆଜି ଯାଜପୁରର ପ୍ରସିଦ୍ଧ ମହାବାରୁଣୀ ସ୍ନାନ । ଏଥି ପାଇଁ ପୂଣ୍ୟତୋୟା ବୈତରଣୀ ନଦୀରେ ଯୋଗ ପଡି ଥିବାରୁ ମହା ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ଆଜି ସକାଳୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧା ହାଳୁ ସ୍ନାନ କରିଛନ୍ତି । ଏଥିସହିତ ବୈତରଣୀ ନଦୀ କୂଳରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି । ଏହି ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି । ପୁରାଣ ଜନ ସୃତି ଅନୁସାରେ ଭଗବାନ ବିଷ୍ଣୁ ଙ୍କ କ୍ଷୀର ସାଗର ରୁ ବାରୁଣୀ ଦିନ ବୈତରଣୀ ନଦୀ କୁ ଏକ ଡେଉ ଆସି ଥାଏ ଏହି ଦିନ ସ୍ନାନ କରି ପିତ୍ରୁ ପୁରୁଷ କୁ ପିଣ୍ଡ ଦାନ କାର ମା ବିରଜା ଓ ବରାହ ଙ୍କୁ ଦର୍ଶନ କାଳେ ମହା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଆଦିମ ଯୁଗ ରୁ ବିଶ୍ୱାସ ରହିଛି ଏଥି ପାଇଁ ବାରୁଣୀ ମେଲା ଅନୁଷ୍ଟିତହୋଇଛି ପୋଲିସ୍ ପ୍ରଶାସନ ଜିଲ୍ଳା ପ୍ରଶାସନ ଓ ଯାଜପୁର ପୌର ପାଲିକା ପକ୍ଷ ରୁ ବ୍ୟାପକ ସୁବିଧା ସୁବିଧା ସୁଯୋଗ କରା ଯାଇଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking