26.1 C
Bhubaneswar
Friday, March 27, 2026
Homeଓଡିଶାରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ମଧୁ ପାଢୀ

ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ମଧୁ ପାଢୀ

ଭୁବନେଶ୍ୱର : ମଧୁସୂଦନ ପାଢୀ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ  ଗ୍ରହଣ କରିଛନ୍ତି । ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । ଅଦିତ ପ୍ରସାଦ ପାଢୀ ଯିଏକି  ନିର୍ବାଚନ କମିଶନର ଥିଲେ  କିନ୍ତୁ ସେ ବର୍ତ୍ତମାନ ଦାୟିତ୍ୱରୁ  ମୁକ୍ତ ଅଛନ୍ତି ।  ଏବେ ଦାୟିତ୍ୱର ଭାର ବର୍ତ୍ତମାନ ମଧୁସୂଦନ  ପାଢୀଙ୍କର ହାତକୁ ହସ୍ତାନ୍ତର କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking